test

ramcarita mans


💥 ରାମଚରିତ ମାନସର କେତେକ ରୋଚକ ତଥ୍ୟ💥
               (  ବଂଶାବଳୀ ସହିତ )

୧: ଲଙ୍କାରେ ଶ୍ରୀରାମଚନ୍ଦ୍ର= ୧୧୧ ଦିନ ଥିଲେ।

୨: ଲଙ୍କାରେ ଦେବୀ ସୀତା= ୪୩୫ ଦିନ ଥିଲେ।

୩: ମାନସ ରେ ଶ୍ଳୋକ ସଂଖ୍ୟା= ୨୭ ଅଟେ।

୪: ମାନସ ରେ ଚୋପାଈ ସଂଖ୍ୟା= ୪୬୦୮ ଅଟେ।

୫: ମାନସ ରେ ଦୋହା ସଂଖ୍ୟା= ୧୦୭୪ ଅଟେ।

୬: ମାନସ ରେ ସୋରଠା ସଂଖ୍ୟା= ୨୦୭ ଅଟେ।

୭: ମାନସ ରେ ଛନ୍ଦ ସଂଖ୍ୟା= ୮୬ ଅଟେ।

୮: ସୁଗ୍ରୀବ ଙ୍କ ବଳ ଥିଲା= ୧୦୦୦୦ ହାତୀ ର।

୯: ସୀତା ରାଣୀ ହୋଇଥିଲେ= ୩୩ ବର୍ଷ ବୟସରେ।

୧୦: ମାନସ ରଚନା ସମୟରେ ତୁଳସୀଦାସ ଙ୍କ ବୟସ= ୭୭ ବର୍ଷ ଥିଲା।

୧୧: ପୁଷ୍ପକ ବିମାନର ଗତି= ୪୦୦ ମାଇଲ୍/ ଘଣ୍ଟା ଥିଲା।

୧୨: ରାମଦଳ ତଥା ରାବଣ ଦଳ ର ଯୁଦ୍ଧ= ୮୭ ଦିନ ଚାଲିଥିଲା।

୧୩: ରାମ ରାବଣ ଯୁଦ୍ଧ= ୩୨ ଦିନ ଚାଲିଥିଲା।

୧୪: ସେତୁ ନିର୍ମାଣ= ୫ ଦିନରେ ହୋଇଥିଲା।

୧୫: ନଳନୀଳ ଙ୍କ ପିତା= ବିଶ୍ଵକର୍ମା ଅଟନ୍ତି।

୧୬: ତ୍ରିଜଟା ଙ୍କ ପିତା= ବିଭୀଷଣ ଅଟନ୍ତି।

୧୭: ବିଶ୍ଵାମିତ୍ର ରାମଙ୍କୁ ନେଇଯାଇଥିଲେ= ୧୦ ଦିନ ପାଇଁ।

୧୮: ରାମ ରାବଣଙ୍କୁ ସବୁଠାରୁ ପ୍ରଥମେ ମାରିଥିଲେ= ୬ ବର୍ଷ ବୟସରେ।

୧୯: ରାବଣକୁ ଜୀବଦାନ ଦେଇଥିଲେ= ସୁସେନ ବୈଦ୍ୟ ନାଭିରେ ଅମୃତ ରଖି।

ଶ୍ରୀରାମଚନ୍ଦ୍ରଙ୍କ ପିତାମହ ପ୍ରପିତାମହ ଙ୍କ ନାମ କଣ ଥିଲା ? ଜାଣନ୍ତୁ- 

୧- ବ୍ରହ୍ମା ଙ୍କ ପୁତ୍ର ମରୀଚି,

୨- ମରୀଚି ଙ୍କ ପୁତ୍ର କଶ୍ୟପ, 

୩- କଶ୍ୟପଙ୍କ ପୁତ୍ର ଥିଲେ ବିବସ୍ଵାନ, 

୪- ବିବସ୍ଵାନଙ୍କ ପୁତ୍ର ବୈବସ୍ୱତ ମନୁ ଅଟନ୍ତି, ବୈବସ୍ଵତ ମନୁ ଙ୍କ ସମୟରେ ଜଳ ପ୍ରଳୟ ହୋଇଥିଲା।

୫- ବୈବସ୍ଵତ ମନୁ ଙ୍କ ଦଶ ପୁତ୍ରଙ୍କ ମଧ୍ୟରୁ ଜଣକର ନାମ ଇକ୍ଷ୍ବାକୁ ଥିଲା, ଇକ୍ଷ୍ବାକୁ ଙ୍କ ଅଯୋଧ୍ୟା ନାମକ ଏକ ରାଜଧାନୀ ଥିଲା ଏବଂ ସେ ଇକ୍ଷ୍ବାକୁ କୁଳର ସ୍ଥାପନା କରିଥିଲେ।

୬- ଇକ୍ଷ୍ବାକୁ ଙ୍କ ପୁତ୍ର କୁକ୍ଷି ଥିଲେ, 

୭- କୁକ୍ଷି ଙ୍କ ପୁତ୍ର ଙ୍କ ନାମ ବିକୁକ୍ଷି ଥିଲା, 

୮- ବିକୁକ୍ଷି ଙ୍କ ପୁତ୍ର ଵାଣ ଥିଲେ, 

୯- ଵାଣ ଙ୍କ ପୁତ୍ର ଅନରଣ୍ୟ ଥିଲେ, 

୧୦- ଅନରଣ୍ୟ ଠାରୁ ପୃଥୁ ହୋଇଥିଲେ, 

୧୧- ପୃଥୁଙ୍କ ଠାରୁ ତ୍ରିଶଙ୍କୁ ଜନ୍ମ ନେଇଥିଲେ, 

୧୨- ତ୍ରିଶଙ୍କୁ ଙ୍କ ପୁତ୍ର ଧୁଂଧୁମାର ଥିଲେ, 

୧୩- ଧୁନ୍ଧୁମାର ଙ୍କ ପୁତ୍ରଙ୍କ ନାମ ଥିଲା ଯୁବନାଶ୍ଵ, 

୧୪- ଯୁବନାଶ୍ଵ ଙ୍କ ପୁତ୍ର ମାନ୍ଧାତା ଅଟନ୍ତି, 

୧୫- ମାନ୍ଧାତାଙ୍କ ଠାରୁ ସୁସନ୍ଧି ଜନ୍ମ ହୋଇଥିଲେ, 

୧୬- ସୁସନ୍ଧି ଙ୍କ ଦୁଇଜଣ ପୁତ୍ର ଥିଲେ- ଧ୍ରୁବସନ୍ଧି ଏବଂ ପ୍ରସେନଜିତ, 

୧୭- ଧ୍ରୁବସନ୍ଧି ଙ୍କ ପୁତ୍ର ଭରତ ଅଟନ୍ତି, 

୧୮- ଭରତ ଙ୍କ ପୁତ୍ର ଅସିତ ଅଟନ୍ତି, 

୧୯- ଅସିତ ଙ୍କ ପୁତ୍ର ସଗର ଅଟନ୍ତି, 

୨୦- ସଗର ଙ୍କ ପୁତ୍ରଙ୍କ ନାମ ଅସମଂଜ ଥିଲା, 

୨୧- ଅସମଂଜ ଙ୍କ ପୁତ୍ର ଙ୍କ ନାମ ଅଂଶୁମାନ ଥିଲା, 

୨୨- ଅଂଶୁମାନ ଙ୍କ ପୁତ୍ର ଙ୍କ ନାମ ଦିଲୀପ ଥିଲା, 

୨୩- ଦିଲୀପ ଙ୍କ ପୁତ୍ର ଭଗୀରଥ ଥିଲା, ଭଗୀରଥ ଗଙ୍ଗାଙ୍କୁ ପୃଥିବୀ ପୃଷ୍ଠକୁ ଆଣିଥିଲେ, ତାଙ୍କ ପୁତ୍ର ଙ୍କ ନାମ ଥିଲା କକୁତ୍ସ୍ଥ, 

୨୪- କକୁତ୍ସ୍ଥ ଙ୍କ ପୁତ୍ର ରଘୁ ଅଟନ୍ତି, ରଘୁ ଜଣେ ଅତ୍ୟନ୍ତ ତେଜସ୍ଵୀ ଏବଂ ପରାକ୍ରମୀ ରାଜା ହୋଇଥିବାରୁ ତାଙ୍କ ପରେ ତାଙ୍କ ନାମାନୁସାରେ ତାଙ୍କ ବଂଶର ନାମ ରଘୁବଂଶ ହୋଇଥିଲା, ସେହି ଦିନଠାରୁ ଶ୍ରୀରାମ ଙ୍କ ବଂଶ ରଘୁବଂଶ ନାମରେ ପରିଚିତ।

୨୫- ରଘୁ ଙ୍କ ପୁତ୍ର ପ୍ରବୃଦ୍ଧ ଅଟନ୍ତି, 

୨୬- ପ୍ରବୃଦ୍ଧ ଙ୍କ ପୁତ୍ର ଶଂଖଣ ଅଟନ୍ତି, 

୨୭- ଶଂଖଣ ଙ୍କ ପୁତ୍ର ସୁଦର୍ଶନ ଅଟନ୍ତି, 

୨୮- ସୁଦର୍ଶନ ଙ୍କ ପୁତ୍ର ଙ୍କ ନାମ ଅଗ୍ନିବର୍ଣ ଥିଲା, 

୨୯- ଅଗ୍ନିବର୍ଣ ଙ୍କ ପୁତ୍ର ଶୀଘ୍ରଗ ଥିଲେ, 

୩୦- ଶୀଘ୍ରଗ ଙ୍କ ପୁତ୍ର ନାମ ମରୁ ଥିଲା, 

୩୧- ମରୁ ଙ୍କ ପୁତ୍ର ପ୍ରଶୁଶ୍ରୁକ ଥିଲେ, 

୩୨- ପ୍ରଶୁଶ୍ରୁକ ଙ୍କ ପୁତ୍ର ଅମ୍ବରୀଷ ଥିଲେ, 

୩୩- ଅମ୍ବରୀଷ ଙ୍କ ପୁତ୍ର ଙ୍କ ନାମ ନହୁଷ ଥିଲା, 

୩୪- ନହୁଷ ଙ୍କ ପୁତ୍ର ଙ୍କ ନାମ ଯଯାତି ଥିଲା, 

୩୫- ଯଯାତି ଙ୍କ ପୁତ୍ର ଙ୍କ ନାମ ନାଭାଗ ଥିଲା, 

୩୬- ନାଭାଗ ଙ୍କ ପୁତ୍ର ଙ୍କ ନାମ ଅଜ ଥିଲା, 

୩୭- ଅଜ ଙ୍କ ପୁତ୍ର ଙ୍କ ନାମ ଦଶରଥ ଥିଲା, 

୩୮- ଦଶରଥ ଙ୍କର ଚାରିଜଣ ପୁତ୍ର ରାମ, ଭରତ, ଲକ୍ଷ୍ମଣ ତଥା ଶତ୍ରୁଘ୍ନ ଥିଲେ।

ଏହିପରି ବ୍ରହ୍ମାଙ୍କ ଅଣଚାଶ ( ୪୯ ) ବଂଶ ରେ ଶ୍ରୀରାମ ଙ୍କ ଜନ୍ମ ହୋଇଥିଲେ।

💥💥💥💥💥💥💥💥💥💥💥💥💥💥💥

English 

କେତେକ Some interesting facts about Ramcharit Manas💥

 (With genealogy)


 1: Sri Ramachandra = 111 days in Lanka.


 2: Goddess Sita was in Lanka = 435 days.


 3: The number of verses in the mind is 26.


 4: The number of chops in the mind = 406.


 5: Doha in the mind = 108.


 4: The number of sixties in the mind is 204.


 4: The number of verses in the mind is 4.


 4: Sugriva had a force of 10,000 elephants.


 4: Sita became queen = 33 years old.


 10: Tulsidas was 4 years old at the time of Manas's composition.


 11: The speed of the flower plane = 400 miles / hour.


 12: The battle between the Ram Dal and the Ravana Dal = 7 days.


 13: Ram Ravana War = 32 days.


 16: The bridge was built in 5 days.


 15: Nalanil's father is Vishwakarma.


 16: Trijata's father is a terrible man.


 14: Vishwamitra was taken to Ram = for 10 days.


 14: Ram was the first to kill Ravana = at the age of 6 years.


 14: He gave life to Ravana = Susan kept nectar in the Vaidya navel.


 What was the name of Sriramchandra's grandfather Prapitamah?  Find out


 1. Marichi, the son of Brahma,


 2- Kashichi, son of Marichi,


 3. Kashyap's son was Vibhaswan,


 4. Vaibhaswat Manu's son is Baibaswat Manu, the water was flooded during Baibaswat Manu.


 5. One of the ten sons of Vaibhaswat Manu was named Ikswa, Iksbaku had a capital called Ayodhya, and he founded the Ikswa clan.


 4. Iksbaku's son was Kukshi,


 4. Kukshi's son's name was Bikukshi,


 4. Bikukshi had a son, Van,


 4. Van's son was Anaranya,


 10. From the forest,


 11. Thirty were born from the earth,


 12. Trish had a son, Dhundhumar,


 13. Dhundhumar's son's name was Yuvanaswa,


 14. The son of Yuvanasva is Mandhata,


 15- Susandhi was born from Mandhata,


 14. Susandhi had two sons - Dhrubasandhi and Prasenjit,


 14. Bharat is the son of Dhrubasandhi,


 19. Asit's son is Asit,


 14. Asit's son is Sagar,


 20. The name of Sagar's son was incomparable,


 21- The name of Asamanj's son was Anshuman,


 22- Anshuman's son was named Dilip,


 23- Dilip's son was Bhagiratha, Bhagiratha brought the Ganges to the surface of the earth, his son's name was Kakutstha,


 Raghu is the son of Kakutstha, Raghu was a very bright and powerful king, and his family was named Raghuvansh after him, and from that day onwards, Shriram's family was known as Raghuvansh.


 25. Raghu's son is prabrudha,


 ୨୬- prabheudha's son shankhan ,


 27- The son of Shankhan is Sudarshan,


 ୨୮- sudarshan 's son' s name was crimson,


 ୨୯- was ଶୀଘ୍ରଗ Crimson 's son,


 30. His son's name was dead,


 ୩୧- was desert ପ୍ରଶୁଶ୍ରୁକ k son,


 ୩୨- was ପ୍ରଶୁଶ୍ରୁକ ଅମ୍ବରୀଷ 's son,


 33. The name of Ambrish's son was Nahush,


 ୩୪- Nahush 's son' s name was jajati,


 ୩୫- jajati 's son' s name was naval,


 34- The name of the son of Nabagh was today,


 ୩୭- Oz 's son' s name was Dasaratha,


 Ram Pharbar that belonged to the son of Dasaratha ୩୮-, was Bharata, Lakshmana AND Shatrughan.


 Thus Sriram was born in the nineteenth (4) dynasty of Brahma.


 💥💥💥💥💥💥💥💥💥💥💥💥💥💥💥
ramcarita mans ramcarita mans Reviewed by Jay jagannath group on April 09, 2020 Rating: 5

No comments:

Powered by Blogger.