Rosh Ghar and Bhog
The Rosh Ghar of Srimandir has 270 stoves as per the autobiography, of which the stove is known as the Koth Bhog stove. Various offerings are made for the devotees present in the temple. Two of the main offerings are ballav bhog and morning incense. Ballabh bhog offerings are offered by eating the weather, ripe plantains, yoghurt, sorghum, khua, manda, seo, rice, coconut leaves, oranges, sepata, cucumbers and so on. The morning incense includes plain food, mung beans, ghee, pulses, dal, vegetables, beans, fried, honey, sour, various beans and flour national cakes. In some places, cooking is done by cooking in clay pots and brass pots. Worship is performed in the mantra of Panchopachara / Sixteen. The puja is worshiped in the Gopal Mantra / Ekakshari Bhubaneswar Mantra of the Ashtadasaksara and the mantra "O Namo Bhagavate Basudevaya" (Dvadsaksara).
Paribas used: According to the tradition of the shrine, the bhogas are used in local dishes such as indigenous potatoes, kakaru, raw plantains, pineapples, radishes, potatoes, beans, crabs, jaggery, eggplants, manure, tubers, ginger, coriander leaves, coconuts, etc. Vegetables are not used for consumption other than koshala, leutia and augusti vegetables. Spices, cumin, black pepper, cinnamon, big cardamom, hengu, beverage, mustard, etc. are used in the preparation of various spices. Only ghee is used in the preparation of food. Potato, sajna chui, pumpkin, wendy, onion, jujube, capsicum, garlic, flower / leaf cabbage, beans, cholera, beets, carrots, peas, etc. are prohibited. At Anand Bazaar, devotees, irrespective of caste, creed or color, sit together and enjoy Mahaprasad.
Rosh Ghar and Bhog ରୋଷ ଘର ଓ ଭୋଗ
ଶ୍ରୀମନ୍ଦିର ରୋଷ ଘରେ ସ୍ଵତଲିପି ମୁତାବକ ୨୪୦ଟି ଚୂଲି ଅଛି ଓ ସେଥିମଧ୍ୟରୁ ଚୂଲି କୋଠ ଭୋଗ ଚୂଲି ରୂପେ ପରିଚିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ। ବଲ୍ଲଭ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ । ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ। ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ହାଣ୍ଡିରେ ରନ୍ଧନ କରାଯାଇ ଭୋଗ ବଢାଯାଏ।ପଞ୍ଚୋପଚାର / ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ। ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର / ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ର ଏବଂ "ଓଁ ନମୋ ଭଗବତେ ବାସୁଦେବାୟ" (ଦ୍ଵାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ।
ବ୍ୟବହୃତ ପରିବା: ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥଆଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ । ମସଲା, ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଘିଅ ବ୍ୟବହୃତ ହୁଏ । ବିଲାତି ଆଳୁ, ସଜନା ଛୁଇଁ, ଲାଉ, ଭେଣ୍ଡି, ପିଆଜ, ଝୁଡ଼ଙ୍ଗ, କ୍ୟାପସିକମ, ରସୁଣ, ଫୁଲ/ପତ୍ର କୋବି, ବିମ୍, କଲରା, ବିଟ୍, ଗାଜର, ମଟର ଛୁଇଁ ଇତ୍ୟାଦି ନିଷିଦ୍ଧ ଅଟେ। ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରି ଥାଆନ୍ତି ।
PTO
::::: Gradually ::::
I hope My blog visitor are happy to see original photo of " Jagannath Temple “ and
genuine story " Ratnasinghasan ରତ୍ନସିଂହାସନ " and some my dreaming story which I am trying to
ex-plane in my simple language, if it is good to reading or To find
out more, please share,like,subscribe and
visit our
All our devotees
suggest your friend to like this page or see our website (http://jayjagannathgroup.com/ )
and get lots of bleaching of lord JAGANNATH , what is sree Chaitanya Mahaprabhu do you are doing, spread the name of Mahaprabhu ........
.....if you are think it's good site to get knowledge about lord JAGANNATH
,then keep responsibility of 100000 Like, Share & Subscribe
::::
Message Or Whats-app Us Name & Gotra In Your Good
& Bad Days For Giveing Phool, Tulshi & Pradip To Lord Tridab On Behalf
Of You . FREE......
Rosh Ghar and Bhog 3
Reviewed by Jay jagannath group
on
April 04, 2020
Rating:
